ସମ୍ପ୍ରସାରଣ ହେଲା କର୍ଣ୍ଣାଟକ କ୍ୟାବିନେଟ୍‌ : ୨୪ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କଲା ସିଦ୍ଦରମେୟା ସରକାର

ବେଙ୍ଗାଲୁରୁ: ଆଜି ପୂର୍ବାହ୍ନ ୧୧.୪୫ରେ ବେଙ୍ଗାଲୁରୁସ୍ଥିତ ରାଜ ଭବନରେ ୨୪ଜଣ ବିଧାୟକଙ୍କୁ ନୂଆ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇ କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯାଇଛି। ନିୟମାନୁସାରେ, କର୍ଣ୍ଣାଟକ ସରକାରରେ ୩୪ଜଣ ମନ୍ତ୍ରୀ ରହିପାରିବେ। ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ‌. ଶିବକୁମାରଙ୍କ ସମେତ ୧୦ଜଣ ମେ ୨୦ ତାରିଖ ଦିନ ଶପଥ ଗ୍ରହଣ କରିଥିଲେ। ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା … Continue reading ସମ୍ପ୍ରସାରଣ ହେଲା କର୍ଣ୍ଣାଟକ କ୍ୟାବିନେଟ୍‌ : ୨୪ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କଲା ସିଦ୍ଦରମେୟା ସରକାର